ଓଡିଆନ୍ ନ୍ୟୁଜ

117

ନିମ୍ନ ରକ୍ତଚାପର ଲକ୍ଷଣ ଓ ପ୍ରତିକାର

Team Odian News |

ବସିବା ଜାଗାରୁ ଉଠିପଡ଼ିଲେ ହଠାତ୍ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ଆଦି ନିମ୍ନ ରକ୍ତଚାପର ଲକ୍ଷଣ। ଜଳ ଶୁଷ୍କତା ନିମ୍ନ ରକ୍ତଚାପର ଏକ ମୁଖ୍ୟ କାରଣ। ଅଧିକ ପାଣି ପିଇବା, ଟିକେ ଲୁଣ ଓ ୧ ଚାମଚ ଚିନିକୁ ଗିଲାସେ ପାଣିରେ ମିଶାଇ ପିଇବା ଦ୍ବାରା ନିମ୍ନ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ବିଭିନ୍ନ ପ୍ରକାର ଫଳ ରସ ପିଇବା ସହ ଯଥା ସମୟରେ ଖାଦ୍ୟ ଖାଇବା ଉଚିତ। ୧ଚାମଚ ତୁଳସୀ ପତ୍ର ରସ କିମ୍ବା ୨ ଚାମଚ ପାନପ