ଓଡିଆନ୍ ନ୍ୟୁଜ

102

ରସୁଣ: ବିଭିନ୍ନ ରୋଗର ଉପଶମ କରିଥାଏ।

Team Odian News |

ରସୁଣ: ବିଭିନ୍ନ ରୋଗର ଉପଶମ କରିଥାଏ।

ଭୁବନେଶ୍ୱର, ,୯/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟି ବ୍ୟାକ୍ଟେରିଆ, ଆଣ୍ଟି ଭାଇରାଲ, ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଫଙ୍ଗାଲ ତତ୍ତ୍ୱ ରହିଛି। ଏହା ବିଭିନ୍ନ ରୋଗର ଉପଶମ କରିଥାଏ। ପ୍ରତିଦିନ ୬୦୦ମିଲିଗ୍ରାମ୍‌ ରସୁଣ ଖାଇଲେ କୋଲେଷ୍ଟୋରଲ ସ୍ତର ଠିକ୍‌ ରହିଥାଏ। ଚର୍ମରୋଗ ସୁରକ୍ଷା କରିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ଥିବାରୁ ଦାନ୍ତ ବିନ୍ଧା ଦୂର କରେ। ରକ୍ତରେ ଶର୍କରା ସ୍ତରକୁ ବଢ଼ାଇ ଇନସୁଲିନ୍‌ ସ୍ତରକୁ ଠିକ୍‌ ରଖେ। ବିଶେଷଜ୍ଞଙ୍କ ପରାମର୍ଶରେ ରସୁଣ ଖାଇବା ଉଚିତ। 
ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ।