ଓଡିଆନ୍ ନ୍ୟୁଜ

149

ବୁର୍ଲା ବାସିନ୍ଦାଙ୍କୁ ସ୍ଥାୟି ପଟ୍ଟା ପ୍ରଦାନ ପାଇଁ ବିଜେପିର ଧାରଣା

Team Odian News |

ବୁର୍ଲା ବାସିନ୍ଦାଙ୍କୁ ସ୍ଥାୟି ପଟ୍ଟା ପ୍ରଦାନ ପାଇଁ ବିଜେପିର ଧାରଣା
ବୁର୍ଲା,୧୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ସମ୍ବଲପୁର ଜିଲାରେ ବୁର୍ଲାର ବାସିନ୍ଦାମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବା ଦାବି ନେଇ ବୁର୍ଲା ମହାନଗର ନିଗମ କାର୍ୟ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ବିଜେପିର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ଶହ ଶହ କର୍ମୀ ଏଥିରେ ଯୋଗ ଦେବା ବୁର୍ଲା ବାସିନ୍ଦାଙ୍କୁ ସ୍ଥାୟି ପଟ୍ଟା ପ୍ରଦାନ ଦାବି କରିଛନ୍ତି ।