ଓଡିଆନ୍ ନ୍ୟୁଜ

183

ବରଗଡ଼ ଜୀରା ନଦୀ ବ୍ରିଜ୍ ଭୁଷୁଡିବା ଘଟଣା: ୩ ଯନ୍ତ୍ରୀ ନିଲମ୍ବିତ, ଘଟଣାର ଅନୁଧ୍ୟାନ ପାଇଁ ଯିବେ ମୁଖ୍ୟଯନ୍ତ୍ରୀ ଓ ବରିଷ୍ଠ ଯନ୍ତ୍ରୀ

Team Odian News |

ବରଗଡ଼ ଜୀରା ନଦୀ ବ୍ରିଜ୍ ଭୁଷୁଡିବା ଘଟଣାରେ ଆଜି ୩ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ବ୍ରିଜ କାମରେ ଦାୟିତ୍ୱାଧୀନ ଥିବା କନିଷ୍ଠ ଯନ୍ତ୍ରୀନିବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ନିଲମ୍ବନ କରାଯାଇଛି ବୋଲି ଗ୍ରାମ ଉନ୍ନୟନ ମନ୍ତ୍ରୀ ବିକ୍ରମ ଆରୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥସହ କାଲି ଘଟଣ