ଓଡିଆନ୍ ନ୍ୟୁଜ

131

ବନ୍ଧୁକ ସଫା ବେଳେ ଗୁଳି ଫୁଟି ହାବିଲଦାର ମୃତ

Team Odian News |

ସାଲେପୁର,ସେପ୍ଟେମ୍ବର ୨୪: ବନ୍ଧୁକ ସଫା କଲାବେଳେ ଅସାବଧାନତାବଶତଃ ଗୁଳି ଫୁଟିବାରୁ ଆଜି ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଆର୍ମରୀ ହାବିଲଦାର୍ ସରୋଜ ପଟ୍ଟନାୟକ। ସେ କଟକ ରିଜର୍ଭ ପୋଲିସ୍ ହେଡକ୍ୱାର୍ଟର୍ସରେ କାର୍ୟ୍ୟ କରୁଥିଲେ।