ଓଡିଆନ୍ ନ୍ୟୁଜ

145

କଟକରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି କର୍ମୀଙ୍କ ବିରୋଧ, ପୁଲିସ ଗାଡି ଉପରକୁ ଅଣ୍ଡାମାଡ

Team Odian News |

କଟକରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି କର୍ମୀଙ୍କ ବିରୋଧ, ପୁଲିସ ଗାଡି ଉପରକୁ ଅଣ୍ଡାମାଡ
କଟକ,୩୦/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ମୁଖ୍ୟମନ୍ତ୍ରୀଙ୍କ କଟକ ଗ୍ରସ୍ତକୁ ବିରୋଧ କରି ବିଜେପି ଯୁବମୋର୍ଚ୍ଚାର ପକ୍ଷରୁ କଳାପତକା ପ୍ରଦର୍ଶନ କରା ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ସିଡିଏ ନିକଟରେ କଳାପତକା ଓ ଚୁଡି ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ପୁଲିସ ୫୦ ଜଣ ଯୁବମୋର୍ଚ୍ଛାଙ୍କୁ ଉଠାଇ ନେଇଛି । ସେହିପରି ମୁଖ୍ୟମନ୍ତ୍ରଙ୍କ ଗ୍ରସ୍ତ ପୂର୍ବରୁ ଯୋବ୍ରା ବ୍ୟାରେଜ ନିକଟରେ ଯୁବମୋର୍ଚ୍ଚାର କର୍ମୀମାନେ ପୁଲିସ ଉପରକୁ ଅଣ୍ଡାମାଡ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ପୁଲିସ ସଜାଗ ରହିଛି ।