ଓଡିଆନ୍ ନ୍ୟୁଜ

220

ଭାରତର ଅନନ୍ୟ ରୋଷେଇଶାଳରୁ ପ୍ରସ୍ତୁତ । ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଭଡ଼ା ।

Team Odian News |

ପୁରୀ,୨୫/୯(ଓଡ଼ିଆନ୍ ନ୍ୟୁଜ୍): ପୃଥିବୀ ପ୍ରସିଦ୍ଧ ପୁରୀର ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ରୋଷଶାଳାରେ ପ୍ରସ୍ତୁତ କୋଟି କୋଟି ଭକ୍ତଜନଙ୍କ ବହୁ ଆକାକ୍ଷିତ ପ୍ରସ୍ତୁତ ଅଭଡ଼ା ସମସ୍ତଙ୍କର ପ୍ରିୟ  । ହେଲେ ଏହି ଅଭଡ଼ା ପ୍ରସ୍ତୁତି ହେଉଥିବା ରୋଷଶାଳା କୌଣସି ଏକ ଆଧୁନିକ ଖାଦ୍ୟକାରଖାନା ଠାରୁ କମ୍ ନୁହେଁ  । ପ୍ରତିଦିନ ପ୍ରାୟ ୨୫ ହଜାରରୁ ଅଧିକ  ଭକ୍ତମାନଙ୍କ ପାଇଁ ଅଭଡ଼ା ପ୍ରସ୍ତୁତି ହୋଇଥାଏ  । ଏହା ସହିତ ସ୍ୱତନ୍ତ୍ର ଦିନ ମାନଙ୍କରେ ଲକ