
ଓଡିଆନ୍ | ନ୍ୟୁଜ |

![]() |
165 |
ଆଜି ଖୋଲିଲା ଭିତରକନିକା
ଆଜି ଖୋଲିଲା ଭିତରକନିକା
ରାଜନଗର,୧୧/୧ (ଓଡ଼ିଆନ୍ ନ୍ୟୁଜ୍): ଆଜି ଠାରୁ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଲା। ଚଳିତମାସ ୩ ତାରିଖ ଠାରୁ ୧୦ ତାରିଖ ଯାଏଁ ୮ ଦିନ ଧରି ଭିତରକନିକା ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଏହି ସମୟରେ ଭିତରକନିକା ମଧ୍ୟରେ ପ୍ରବାହିତ ନଦୀ,ନାଳ ଗୁଡିକରେ ଥିବା ବଉଳା କୁମ୍ଭୀର ଓ ଭିତରକନିକାରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା।