ଓଡିଆନ୍ ନ୍ୟୁଜ

188

ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ

Team Odian News |

ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ
ଭୁବନେଶ୍ୱର,୧୧/୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଓଲିଉଡ଼ର ବର୍ଷିଆନ୍‌ ଅଭିନେତ୍ରୀ ମହାଶ୍ୱେତା ରାୟ ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି। ମହାଶ୍ୱେତାଙ୍କ ଯୋଗଦାନ ନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ୟ୍ୟ ରବିବାର ଏହି ସୂଚନା ଦେଇଛନ୍ତି। ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି।