ଓଡିଆନ୍ ନ୍ୟୁଜ

155

କୁନ୍ଦିଲୀ ମାମାଲର ତଦନ୍ତ ସିବିଆଇ ଦ୍ୱାର କରାଇବା ପାଇଁ ସୁପ୍ରିମ କୋର୍ଟରେ ମାମଲା ରୁଜୁ

Team Odian News |

କୁନ୍ଦିଲୀ  ମାମାଲର ତଦନ୍ତ ସିବିଆଇ ଦ୍ୱାର କରାଇବା ପାଇଁ ସୁପ୍ରିମ କୋର୍ଟରେ ମାମଲା ରୁଜୁ
 ନୂଆଦିଲ୍ଲୀ,୧୧/୨( ଓଡ଼ିଆନ୍‍ ନ୍ୟୁଜ୍‍ ):  କୁନ୍ଦିଲୀ ଗଣ ବଳାତ୍କାର ଓ ଆତ୍ମ ହତ୍ୟା ମାମାଲର ତଦନ୍ତ ସିବିଆଇ ଦ୍ୱାର କରାଇବା ପାଇଁ ପୀଡିତାଙ୍କ ସମ୍ପର୍କୀୟ ଦାବି କରିଛନ୍ତି । ସେ ସୁପ୍ରିମ କୋର୍ଟରେ ଏ ନେଇ ଏକ ମାମଲା ରୁଜୁ କରିଛନ୍ତି । ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦେଶ ଓ ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟର କୌଣସି ତଦନ୍ତ କାରୀ ସଂସ୍ଥାଙ୍କ ଉପରେ ତାଙ୍କର ଆସ୍ଥା ନାହଁ ବୋଲେ ସେ କହିଛନ୍ତି । ଫୋରେନସିକ୍‌ ଟିମ୍‌ର ପ୍ରାଥମିକ ଓ ଅନ୍ତିମ ରିପୋର୍ଟରେ ତାଳ ମେଳ ରହୁ ନଥିବାରୁ ସେ ସିବିଆଇ ଦ୍ୱାରା ଏହି ମାମଲାର ତଦନ୍ତ  କରାଇବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।

ଏହି ଘଟଣାରେ ରାଜ୍ୟ ସରକାର ପ୍ରଥମେ କ୍ରାଇମ ବ୍ରାଞ୍ଚ ଓ ପରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ପରେ ଜଣେ କାର୍ୟ୍ୟକାରୀ ବିଚାରପତିଙ୍କ ନିର୍ଦେଶରେ ଏସ୍‌ଆଇଟି ତଦନ୍ତ ନିର୍ଦେଶ ଦେଇଛନ୍ତି ଓଡିଶା ସରକାର