ଓଡିଆନ୍ ନ୍ୟୁଜ

149

ବ୍ରହ୍ମଣୀ ନଦୀ ପଠାରେ ସୈାଚ ହେବାବେଳେ କୁମ୍ଭିର ଟାଣି ନେଲା, ମୃତ ଦେହ ଉଦ୍ଧାର ।

Team Odian News |

ବ୍ରହ୍ମଣୀ ନଦୀ ପଠାରେ ସୈାଚ ହେବାବେଳେ କୁମ୍ଭିର ଟାଣି ନେଲା, ମୃତ ଦେହ ଉଦ୍ଧାର  । 
ତ୍ରିଲୋଚନ ଦାସଙ୍କ ରିପୋର୍ଟ 
ପଟ୍ଟାମୁଣ୍ଡାଇ, ୧ା୭( ଓଡ଼ିଆନ୍‍ ନ୍ୟୁଜ୍‍ ):
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପାଳପାଟଣା ମଠସାହି ଗାଁ ର ଶରତ ମଲ୍ଲିକ ଗତକାଲି ବ୍ରହ୍ମଣୀ ନଦୀ ପଠାକୁ ସୈାଚ ହେବାକୁ ଯାଇଥିବା ସମୟରେ ତାଙ୍କୁ କୁମ୍ଭିର ଟାଣି ନେଇଥିବାର ପରିବାର ଲୋକେ ଅଭିଯୋଗ କରିଥିଲେ  । ଗ୍ରାମବାସୀ.ଅଗ୍ନିଶମ ବାହୀନି ଓ ବନ ବିଭାଗ ବୋଟ ଯୋଗେ ଖୋଜି ଥିଲେ ମଧ୍ୟ କିଛି ସନ୍ଧାନ ମିଳି ନଥିଲା  । ଆଜି ନଦୀ ରେ ଗ୍ରାମବାସୀ ଖାନ ତଲାସି କରୁଥିବା ସମୟରେ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରିଛନ୍ତି  । ଏନେଇ ଗାଁ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି  ।କ୍ଷତି ପୂରଣ ଦେବାପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି  ।