ଓଡିଆନ୍ ନ୍ୟୁଜ

151

ପ୍ରବଳ ବର୍ଷାରେ ଭୁଶୁଡିଲା ଆପ୍ରୋଚ ରୋଡ,ଜଗନ୍ନାଥପୁର-ପାରଳାଖେମୁଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Team Odian News |

ପ୍ରବଳ ବର୍ଷାରେ ଭୁଶୁଡିଲା ଆପ୍ରୋଚ ରୋଡ,ଜଗନ୍ନାଥପୁର-ପାରଳାଖେମୁଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ 

ଗଜପତି,୩/୭( ଓଡ଼ିଆନ୍‍ ନ୍ୟୁଜ୍‍ )::ପ୍ରବଳ ବର୍ଷାରେ ଭୁଶୁଡିଲା ଆପ୍ରୋଚ ରୋଡ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ଜଗନ୍ନାଥପୁର ଗାଁରେ ଆପ୍ରୋଚ ରୋଡ  ଭୁଶୁଡ଼ି ୨ ଜଣ ବାଇକ୍ ଆରୋହୀ ଆହତ ହୋଇଛନ୍ତି।

ରୋଡ ଭୁଶୁଡ଼ି ପଡ଼ିବାରୁ ଜଗନ୍ନାଥପୁର-ପାରଳାଖେମୁଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଗତ ରାତିରେ ହୋଇଥିବା ମୂଷଳ ଧାରା ବର୍ଷାରେ ରୋଡ୍‌ଟି ଧସିଯାଇଥିଲା।