ଓଡିଆନ୍ ନ୍ୟୁଜ

213

ଆରମ୍ଭ ହେଲା ରଥଟଣା, ଜନସମୁଦ୍ରରେ ବଡ଼ ଦାଣ୍ଡ

Team Odian News |

ଆରମ୍ଭ ହେଲା  ରଥଟଣା, ଜନସମୁଦ୍ରରେ ବଡ଼ ଦାଣ୍ଡ
ପୁରୀ,୧୪/୭(ଓଡ଼ିଆନ ନିଉଜ): ଚାରମାର ଫିଟା ପରେ, ବଳଭଦ୍ରଙ୍କ ରଥରେ ବାସୁକୀ,ସୁଭଦ୍ରଙ୍କ ରଥରେ ସ୍ବର୍ଣ୍ଣଚୂଡ ଓ ଜଗନ୍ନାଥଙ୍କ ରଥରେ ଶଙ୍ଖ ଚୂଡ ନାମକ ରଜ୍ଜୁ ସଂଯୋଗ କରିବା ପରେ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ଅପରାହ୍ମ ୨ଟା ୩୦ ସମୟରେ ତାଳ ଧ୍ୱଜ ରଥ ଟଣା କାର୍ୟ୍ୟ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ରଥକୁ ଭକ୍ତ ମାନେ ବଡ ଦାଣ୍ଡରେ ଟାଣି ଟାଣିଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ  ।