ଓଡିଆନ୍ ନ୍ୟୁଜ

169

ବର୍ଷାରେ ଭିଜି ତିନି ରଥ ଟାଣିଲେ ଭକ୍ତ

Team Odian News |

ବର୍ଷାରେ ଭିଜି ତିନି ରଥ ଟାଣିଲେ ଭକ୍ତ ପୁରୀ,୧୪/୭(ଓଡ଼ିଆନ ନିଉଜ) ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତିନିୟମ ଶେଷ ହୋଇ ଆରମ୍ଭ ହେଲା ରଥ ଟଣା। ବଡ଼ଦାଣ୍ଡରେ ପ୍ରଥମେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବଦଳଣ ଓ ନନ୍ଦିଘୋଷ ରଥକୁ ଲକ୍ଷ ଲକ୍ଷ ଭକ୍ତ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି।