ଓଡିଆନ୍ ନ୍ୟୁଜ

202

ରାଜ୍ୟସଭାକୁ ମନୋନୀତ ଦୁଇ ଓଡ଼ିଆ ହେଲେ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହ

Team Odian News |

ରାଜ୍ୟସଭାକୁ ମନୋନୀତ ଦୁଇ ଓଡ଼ିଆ ହେଲେ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହ ଭୁବନେଶ୍ୱର,୧୪/୭(ଓଡ଼ିଆନ ନିଉଜ): ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ ପଥର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ବିଶିଷ୍ଟ ନୃତ୍ୟାଙ୍ଗନା ସୋନାଲ ମାନସିଂହ, କୃଷକ ନେତା ରାମ ସାକାଲ ଓ ସ୍ତମ୍ଭକାର ରାକେଶ ସିହ୍ନା: ଏମାନଙ୍କୁ ମନୋନୀତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସମ୍ବାଦ ସରବରାହ ସଂସ୍ଥାରୁ ଏହି ସୂଚନା ମିଳିଛି।