ଓଡିଆନ୍ ନ୍ୟୁଜ

148

୭୨ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷିଵ

Team Odian News |

୭୨ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷିଵ ଭୁବନେଶ୍ୱର,୧୪/୭(ଓଡ଼ିଆନ ନିଉଜ): ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲମାର୍କ ଲୋ-ପ୍ରେସରର ରୂପ ନେବ: ଏହାର ପ୍ରଭାବରେ ଆଜିଠୁ ୭୨ ଘଣ୍ଟା ଯାଏଁ ସାରା ରାଜ୍ୟରେ ବର୍ଷା ସମ୍ଭାବନା, ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବର ସମ୍ଭାବନା ରହିଛିବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।