ଓଡିଆନ୍ ନ୍ୟୁଜ

198

ଅଜଣା ରୋଗରେ ୮ ଆକ୍ରାନ୍ତ

Team Odian News |

ଅଜଣା ରୋଗରେ ୮ ଆକ୍ରାନ୍ତ ବାଲେଶ୍ଵର,୧୭/୭(ଓଡ଼ିଆନ ନ୍ୟୁଜ) ବାଲେଶ୍ୱରର ୮ ଜଣ ଯୁବକ ଅଜଣା ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲର ଯକ୍ଷ୍ମା ବିଭାଗରେ ଭର୍ତ୍ତି ହୋଇଛନ୍ତି। ଏହି ସମସ୍ତ ଯୁବକ ଗୋଆର ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ପୂର୍ବରୁ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ଘର ଭୋଗରାଇରେ। ତେବେ ଏହି ରୋଗ ସମ୍ବନ୍ଧରେ କୌଣସି ସଠିକ ତଥ୍ୟ ମିଳି ନାହିଁ।