ଓଡିଆନ୍ ନ୍ୟୁଜ

145

ବସ୍‌ ଓଲଟି ୩୯ ଆହତ

Team Odian News |

ବସ୍‌ ଓଲଟି ୩୯ ଆହତ ରାୟଗଡ଼ା,୧୭/୭(ଓଡ଼ିଆନ୍ ନ୍ୟୁଜ୍) ରାୟଗଡ଼ା ଅନ୍ଧାରୀନାଳଠାରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। ୩୯ ଯାତ୍ରୀ ଆହତ ହେବା ସହ କିଛି ଲୋକ ବସ୍‌ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ସମସ୍ତ ଗୁରୁତରଙ୍କୁ ବିଷମକଟକ ମେଡିକାଲରେ ଭର୍ତ୍ତି କରାଯାଇଛି।