ଓଡିଆନ୍ ନ୍ୟୁଜ

144

ଜଗା-କାଳିଆଙ୍କ ଡିସଚାର୍ଜ ତଦାରଖରେ ୫ ଜଣ ଡାକ୍ତରଙ୍କ ସହ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ

Team Odian News |

ଜଗା-କାଳିଆଙ୍କ ଡିସଚାର୍ଜ ତଦାରଖରେ ୫ ଜଣ ଡାକ୍ତରଙ୍କ ସହ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର,୧୯/୭(ଓଡ଼ିଆନ ନ୍ୟୁଜ):ଜଗା-କାଳିଆଙ୍କ ଡିସଚାର୍ଜ ପ୍ରସଙ୍ଗରେ ୫ ଜଣିଆ ଡାକ୍ତରୀ ଟିମ୍ ସହ ଆସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ।