ଓଡିଆନ୍ ନ୍ୟୁଜ

161

ପ୍ରକାଶ ପାଇଲା+୨ଇନ୍‌ଷ୍ଟାଣ୍ଟ୍‌ ପରୀକ୍ଷା ଫଳ

Team Odian News |

ପ୍ରକାଶ ପାଇଲା+୨ଇନ୍‌ଷ୍ଟାଣ୍ଟ୍‌ ପରୀକ୍ଷା ଫଳ ଭୁବନେଶ୍ୱର,୨୪/୭(ଓଡ଼ିଆନ୍ ନ୍ୟୁଜ୍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ୍‌ ପରୀକ୍ଷା ଫଳ ଆଜି ପୂର୍ବାହ୍ନରେ ପ୍ରକାଶ ପାଇଛି। ସମୁଦାୟ ୪୮୨ ଛାତ୍ରୀଛାତ୍ର ପାସ୍‌ କରିଥିବା ବେଳେ ପାସ୍‌ ହାର ରହିଛି ୮୪.୭୧ ପ୍ରତିଶତ।