ଓଡିଆନ୍ ନ୍ୟୁଜ

242

ନବଦିନ ଯାତ୍ରା ପରେ ହରି ଶୟନରେ ବଡ଼ଠାକୁର

Team Odian News |

ନବଦିନ ଯାତ୍ରା ପରେ ହରି ଶୟନରେ ବଡ଼ଠାକୁର ପୁରୀ,୨୪/୭(ଓଡ଼ିଆନ୍ ନ୍ୟୁଜ୍): ଆଜିଠାରୁ ଆରମ୍ଭ ହୋଇଛି ବଡ଼ଠାକୁରଙ୍କ ହରିଶୟନ। ଏକାଦଶୀ ପରମ୍ପରା ଅନୁଯାୟୀ ଆଜିଠାରୁ ମହାପ୍ରଭୁ ୪ମାସ ପାଇଁ ଶୋଇ ରହିବେ । ଭାଦ୍ରବ ମାସ (ସେପ୍ଟେମ୍ବର ୨୦ରେ) ପାଶ୍ୱର୍ ପରିବର୍ତନ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ । ହରି ହେଉଛନ୍ତି ବିଷ୍ଣୁ । ମହାପ୍ରଭୁ ହେଉଛନ୍ତି ବିଷ୍ଣୁଙ୍କ ଅବତାର ଏଣୁ ଆଜିଠରୁ ମହାପ୍ରଭୁ ଶୟନ ରହିବେ ମହାପଭୁ କାର୍ତ୍ତୀକ ମାସ ଶୁକ୍ଳପକ୍ଷ ଏକାଦଶୀରେ ନିଦରୁ ଉଠିବେ । ହିରଶୟନ ଏକାଦଶୀ ଠାରୁ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ କୌଣସି ଶୁଭ କାର୍ଯ୍ୟ ହେବ ନାହିଁ । ନବଦିନ ଯାତ୍ର କରି କ୍ଲାନ୍ତ ହୋଇଥିବାରୁ ମାହାପ୍ରଭୁ ଶୟନ କଲେ ।