ଓଡିଆନ୍ ନ୍ୟୁଜ

142

ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ

Team Odian News |

ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ ଭୁବନେଶ୍ୱର,୨୭/୭(ଓଡ଼ିଆନ୍ ନ୍ୟୁଜ୍):ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ, ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ, ରାଜ୍ୟରେ ପ୍ରଣୟନ ହେବ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି,ରାଜ୍ୟରେ ପ୍ରତିଷ୍ଠା ହେବ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶାଳୟ, ଆନନ୍ଦଭବନ ସଂଗ୍ରହାୟଳର ଓ ଅଧ୍ୟୟନ କେନ୍ଦ୍ରର ଉନ୍ନତିକରଣ ହେବ