ଓଡିଆନ୍ ନ୍ୟୁଜ

188

ବାଇପାସ୍ ନିର୍ମାଣ ଦାବିରେ ୨ ଦିନିଆ ବଲାଙ୍ଗିର ବନ୍ଦ

Team Odian News |

ବାଇପାସ୍ ନିର୍ମାଣ ଦାବିରେ ୨ ଦିନିଆ ବଲାଙ୍ଗିର ବନ୍ଦ ବଲାଙ୍ଗିର,୯/୮(ଓଡ଼ିଆନ୍ ନ୍ୟୁଜ୍) ବାଇପାସ୍ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ୨ ଦିନିଆ ବଲାଙ୍ଗିର ସହର ବନ୍ଦ ଡାକରା ଦିଆ ଯାଇଥିବା ବେଲେ ଏହି ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ଦଳ ସମର୍ଥନ କରିଛନ୍ତି। ସହରର ସମସ୍ତ ଦୋକାନ ଓ ଶିକ୍ଷାନୁଷ୍ଠାନ ଆଜି ଓ ଆସନ୍ତାକାଲି ବନ୍ଦ ରହିବ । ଦୋକାନ ବଜାର ବନ୍ଦ ପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।