ଓଡିଆନ୍ ନ୍ୟୁଜ

161

ଛାତ୍ର ସ˚ସଦ ନିର୍ବାଚନ ପାଇଁ ନାମ‌ାଙ୍କନ ଦାଖଲ

Team Odian News |

ଛାତ୍ର ସ˚ସଦ ନିର୍ବାଚନ ପାଇଁ  ନାମ‌ାଙ୍କନ ଦାଖଲ

ଭୁବନେଶ୍ୱର,୩/୧୦(ଓଡ଼ିଆନ୍ ନ୍ୟୁଜ୍): ଚଳିତ ମାସ  ୧୧ ତାରିଖରେ ହେବାକୁ ଥିବା ଛାତ୍ର ସ˚ସଦ ନିର୍ବାଚନ ଲାଗି ଆଜି  ନାମ‌ାଙ୍କନ ଦାଖଲ କରାଯିବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ କଲେଜ/ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ଲିଙ୍ଗଡୋ କମିସନଙ୍କ ନିୟମ ଅନୁଯାୟୀ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କରାଇବେ। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ନିର୍ବାଚନ ହେବାକୁ ଥିବା ୬ଟି ବିଶ୍ବବିଦ୍ୟାଳୟ ଓ ୨୮୩ଟି ଡିଗ୍ରି କଲେଜରେ ପୁଲିସ ନି‌େୟାଜିତ ହେବେ। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।