ଓଡିଆନ୍ ନ୍ୟୁଜ

239

Team Odian News |

‘ନିର୍ମାଣ କୁସୁମ’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୫/୧୦(ଓଡ଼ିଆନ୍ ନ୍ୟୁଜ୍):ରାଜ୍ୟରେ ‘ନିର୍ମାଣ କୁସୁମ’ ଯୋଜନାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା କୋଠାବାଡ଼ି ଓ ନିର୍ମାଶ ଶ୍ରମିକ କଲ୍ୟାଣ ବୋର୍ଡର ଏହି ଯୋଜନା ଦ୍ୱାରା ପଞ୍ଜିକୃତ ଶ୍ରମିକଙ୍କ ପୁଅ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର, ସରକାରୀ ITI ଓ ପଲିଟେକ୍‌ନିକରେ ଶତପ୍ରତିଶତ ସହାୟତା ମିଳିବ , ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାଭାବିକ ମୃତ୍ୟୁକାଳୀନ ସହାୟତା ରାଶି ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି, ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷରୁ ୪ଲକ୍ଷ ଟଙ୍କାକୁ ବୃଦ୍ଧି