ଓଡିଆନ୍ ନ୍ୟୁଜ

144

୩ଲକ୍ଷ ଲୋକଙ୍କୁ ୧୧୧୨ଟି ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର

Team Odian News |

୩ଲକ୍ଷ ଲୋକଙ୍କୁ ୧୧୧୨ଟି ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର ଭୁବନେଶ୍ୱର,୧୧/୧୦(ଓଡ଼ିଆନ୍ ନ୍ୟୁଜ୍):ବାତ୍ୟା ତିତିଲ ପାଇଁ ଗଜପତି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି, ଘର ଭାଙ୍ଗିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, ଗଞ୍ଜାମରେ ଚାଳଘର, ଆଜବେଷ୍ଟସ ଘର ଉଡ଼ିଯାଇଛି, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କୌଣସି ନଦୀରେ ବନ୍ୟା ପରିସ୍ଥିତି ଉପୁଜି ନହିଁ। ଏହା ସହ ୩ଲକ୍ଷ ଲୋକଙ୍କୁ ୧୧୧୨ଟି ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି, ଗଞ୍ଜାମର ୧୦୫ ଓ ଜଗତସିଂହପୁରର ୧୮ ଜଣ ଗର୍ଭବତୀଙ୍କୁ ଡାକ୍ତରଖାନା ନିଆଯାଇଛି