ଓଡିଆନ୍ ନ୍ୟୁଜ

184

ଧାଡ଼ି ଦର୍ଶନ ବିରୋଧ ହିଂସା:୮୧ଗିରଫ

Team Odian News |

ଧାଡ଼ି ଦର୍ଶନ ବିରୋଧ ହିଂସା:୮୧ଗିରଫ


 ପୁରୀ,୧୫/୧୦(ଓଡ଼ିଆନ୍ ନ୍ୟୁଜ୍):ପୁରୀରେ ଧାଡ଼ି ଦର୍ଶନ ବିରୋଧରେ ଆନ୍ଦୋଳନ ବେଳେ ହିଂସା ମାମଲାରେ  ଆଜି ଆଉ ୨ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫ ସଂଖ୍ୟା ୮୧ରେ  ପହଁଚିଛି ।  ହିଂସା ସମୟର ସିସିଟିଭି ଫୁଟେଜ ଦେଖି ପୁରୀ ପୁଲିସି ପକ୍ଷରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି  । ସହରର ସିଂହଦ୍ୱାର ଥାନା ଓ ଟାଉନ ଥାନାରେ ଏନେଇ ଅଭିଯୋଗ ହେଇଥିଲା ।