ଓଡିଆନ୍ ନ୍ୟୁଜ

120

IPS ସ୍ତରରେ ଅଦଳବଦଳ

Team Odian News |

IPS ସ୍ତରରେ ଅଦଳବଦଳ 


ଭୁବନେଶ୍ୱର,୨୩/୧୦(ଓଡ଼ିଆନ୍ ନ୍ୟୁଜ୍): IPS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ହିମାଂଶୁ ଲାଲ୍‌ ହେଲେ ଡିଆଇଜି ଏସ୍‌ଏପି, ପ୍ରଭାକର ସ୍ୱାଇଁ ହେଲେ ବୈରୀ ପିଟିଆଇ ଏସ୍‌ପି, ଶ୍ରୀକୃଷ୍ଣ ବେହେରା ହେଲେ ମେରାଇନ ପୁଲିସ ଏଆଇଜି ,  ଆର୍‌.ପି ସିଂହ ହେଲେ ଜେଲ୍‌ ବିଭାଗ ଡିଜି, ବିନୟାନନ୍ଦ ଝା ଗୃହ ବିଭାଗରେ ଆଟାଚ୍‌ ହେଲେ, ଯତିନ୍ଦ୍ର କୋଏଲ ହେଲେ କ୍ରାଇମବ୍ରାଞ୍ଚ ଆଇଜି, ସୂର୍ଯ୍ୟା ଥଙ୍କପାନ ହେଲେ ଭିଜିଲାନ୍ସ ଡିଆଇଜି ଓ  ହିମାଂଶୁ ଲାଲ୍‌ ହେଲେ ଡିଆଇଜି ଏସ୍‌ଏପି ହେଲେ ।