ଓଡିଆନ୍ ନ୍ୟୁଜ

144

ଆଜିଠୁ ଏସିଆନ ୧୮ ବର୍ଷରୁ କମ ବାଳିକା ରଗବି ଚାମ୍ପିଅନସିପ୍‌

Team Odian News |

ଆଜିଠୁ ଏସିଆନ ୧୮ ବର୍ଷରୁ କମ ବାଳିକା ରଗବି ଚାମ୍ପିଅନସିପ୍‌ ଭୁବନେଶ୍ୱର,୨୬/୧୦(ଓଡ଼ିଆନ୍ ନ୍ୟୁଜ୍): ଏସିଆନ ୧୮ ବର୍ଷରୁ କମ ବାଳିକା ରଗବି ସେଭେନ୍ସ ଚାମ୍ପିଅନସିପ୍‌, ଆଜି କଳିଙ୍ଗ ଷ୍ଟାଡିଅମରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ସୁନୀଲ ଛେତ୍ରୀ ଓ ସ୍ବପ୍ନା ବର୍ମନ। ଆଜିଠୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାରେ ଭାରତ ସମେତ ୧୨ଟି ଦେଶ ଯୋଗ ଦେବେ।