ଓଡିଆନ୍ ନ୍ୟୁଜ

217

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

Team Odian News |

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୬/୧୦(ଓଡ଼ିଆନ୍ ନ୍ୟୁଜ୍):  ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌। ଏମାର ମଠ ଛାତ ଉପରୁ ଡ୍ରୋନ୍‌ ଉଡ଼ାଉଥିଲେ 8 ବଙ୍ଗୀୟ ପର୍ଯ୍ୟଟକ, ଡ୍ରୋନ୍‌ ଜବତ କରି 8 ଜଣଙ୍କୁ ଅଟକ ରଖିଲା ସିଂହଦ୍ୱାର ଥାନା ପୋଲିସ।  ଅଟକ 8 ଜଣ କୋଲକାତା ଲିନ୍‌ଟାସ ଇଣ୍ଡିଆ ସଂସ୍ଥାର କର୍ମଚାରୀ, ସଟ୍‌ ଫିଲ୍ମି ସୁଟିଂ ପାଇଁ ପର୍ଯ୍ୟଟନ ବିଭାଗର ଅନୁମତି ନେଇ ଉଡ଼ାଉଥିଲେ ଡ୍ରୋନ୍‌, ବୁଦ୍ଧିଷ୍ଟ ସର୍କିଟ, ଗୋଲ୍ଡେନ ଟ୍ରାଙ୍ଗେଲ ଓ ଚିଲିକା ହ୍ରଦ ପାଇଁ ମିଳିଛି ଅନୁମତି, ଅଗଷ୍ଟ 22ରୁ 30 ଯାଏ ସୁଟିଂ କରିବାକୁ ମିଳିଛି ଅନୁମତି ।