ଓଡିଆନ୍ ନ୍ୟୁଜ

122

୭ ହାତୀ ମୃତ୍ୟୁ ମାମଲା: ୫ ସେସୁ ଅଧିକାରୀଙ୍କ ଏତଲା

Team Odian News |

୭ ହାତୀ ମୃତ୍ୟୁ ମାମଲା: ୫ ସେସୁ ଅଧିକାରୀଙ୍କ ଏତଲା ଢେଙ୍କାନାଳ,୨୯/୧୦(ଓଡ଼ିଆନ୍ ନ୍ୟୁଜ୍): ଢେଙ୍କାନାଳ ଜିଲ୍ଲାରେ ୭ ହାତୀ ମୃତ୍ୟୁ ମାମଲାରେ ୫ ସେସୁ ଅଧିକାରୀଙ୍କ ନାଁରେ କଣ୍ଟାବଣିଆ ଥାନାରେ ଏତଲା ଦାୟର କଲା ବନ ବିଭାଗ। ସେମାନେ ହେଲେ ଢେଙ୍କାନାଳ ମଣ୍ଡଳନିର୍ବାହୀ ଅଧିକ୍ଷଣ ଯନ୍ତ୍ରୀ ନରେଶ ପଟ୍ଟନାୟକ, ନିର୍ବାହୀ ଅଧିକାରୀ ନିହାର ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ, ଜେଇ ସଞ୍ଜୟ ମହାନ୍ତି, ଲାଇନମ୍ୟାନ ଫିରୋଜ ପଣ୍ଡା।