ଓଡିଆନ୍ ନ୍ୟୁଜ

154

ହକୀ ଟିକେଟ୍‌ ମୂଲ୍ୟ ୫୦୦ ଟଙ୍କା

Team Odian News |

ହକୀ ଟିକେଟ୍‌ ମୂଲ୍ୟ ୫୦୦ ଟଙ୍କା ଭୁବନେଶ୍ୱର,୩୧/୧୦(ଓଡ଼ିଆନ୍ ନ୍ୟୁଜ୍): ଓଡ଼ିଶାରେ ଆୟୋଜିତ ପୁରୁଷ ହକୀ ବିଶ୍ୱକପ ଉଦ୍‌ଘାଟନୀ ସମାରୋହ ପାଇଁ ନଭେମ୍ବର ୧୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଉଭୟ ଅନ୍‌ଲାଇନ ଓ ଅଫଲାଇନ୍‌ରେ ମିଳିବ ଟିକେଟ୍‌, ଟିକେଟ୍‌ର ମୂଲ୍ୟ ରହିବ ୫୦୦ ଟଙ୍କା ରହିବ। ସମାରୋହରେ ନୃତ୍ୟ ପରିବେଷଣ କରିବେ ସ୍ପେନ୍‌ର ଡ୍ୟାନ୍ସ ଗ୍ରୁପ, ଏ.ଆର. ରେହମାନ, ଶାହରୁଖ ଖାଁ ଓ ବଲିଉଡ୍‌ କେତେକ ଅଭିନେତ୍ରୀ ବି ଯୋଗଦେବାର ସୂଚନା ରହିଛି।