ଓଡିଆନ୍ ନ୍ୟୁଜ

162

ମେ ୧୨ ତାରିଖରେ ହେବ OJEE

Team Odian News |

ମେ ୧୨ ତାରିଖରେ ହେବ OJEE ଭୁବନେଶ୍ୱର,୧/୧୧(ଓଡ଼ିଆନ୍ ନ୍ୟୁଜ୍): ଆସନ୍ତା ବର୍ଷ ମେ ୧୨ ତାରିଖରେ ହେବ ଓଜେଇଇ(OJEE) ପରୀକ୍ଷା।ଏଥି ପାଇଁ ୨୦୧୯ ଜାନୁଆରି ୨୫ରୁ ମାର୍ଚ ୨୫ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଏପ୍ରିଲ ୨୦ରୁ ଆଡ୍‌ମିଟ କାର୍ଡ ଡାଉନ୍‌ଲୋଡ୍‌ କରିବେ ପରୀକ୍ଷାର୍ଥୀ। https://t.co/DrOLcJwPo2 ୱେବ୍‌ସାଇଟରେ ଆବେଦନ ସହ ଆଡ୍‌ମିଟ୍‌ କାର୍ଡ ମିଳିବ ଉପଲବ୍ଧ ହେବ। ଜୁଲାଇ ୧୯ରେ ହେବ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା