ଓଡିଆନ୍ ନ୍ୟୁଜ

216

ହାଇକୋର୍ଟ ବାରରୁ ୩ ଆଇନଜୀବୀ ବହିଷ୍କୃତ

Team Odian News |

ହାଇକୋର୍ଟ ବାରରୁ ୩ ଆଇନଜୀବୀ ବହିଷ୍କୃତ

କଟକ,୨/୧୧(ଓଡିଆନ ନ୍ୟୁଜ) : ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ୯ ଯାଏ ଚାଲିବ, ୯ ତାରିଖ ଶୁଣାଣି ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ସଂଘ; ତଦନ୍ତ କରୁଥିବା ଆଇଜିଙ୍କୁ ୯ ଯାଏ ମହଲତ ଦେଇଛନ୍ତି ହାଇକୋର୍ଟ। ଏହା ସହ  ହାଇକୋର୍ଟ ବାରରୁ ୩ ଆଇନଜୀବୀ ବହିଷ୍କୃତ ହୋଇଛନ୍ତି ।  ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ ଆବାହକ ମିଲନ କାନୁନ୍‌ଗୋ, ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀ ବହିଷ୍କୃତ କରାଯିବ ସହ  ବାର୍ କାଉନ୍‌ସିଲ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଛି ।