ଓଡିଆନ୍ ନ୍ୟୁଜ

187

ଆରମ୍ଭ ହେଲା ଏକାମ୍ର ଲିଟେରାରୀ ସ୍ପେ।ର୍ଟସ ଫେଷ୍ଟିଭାଲ

Team Odian News |

ଆରମ୍ଭ ହେଲା  ଏକାମ୍ର ଲିଟେରାରୀ ସ୍ପେ।ର୍ଟସ ଫେଷ୍ଟିଭାଲ


ଭୁବନେଶ୍ୱର,୨/୧୧(ଓଡିଆନ ନ୍ୟୁଜ):  ଆଜି ଠାରୁ ଭୁବନେଶ୍ୱରରେ  ଆରମ୍ଭ ହେ।ଇଛି ଏକାମ୍ର ଲିଟେରାରୀ ସ୍ପେ।ର୍ଟସ ଫେଷ୍ଟିଭାଲ ।  ଏଠାରେ ଏକାଠି ହୋଇଛନ୍ତି କିମ୍ବଦନ୍ତୀ ଅଲିମ୍ପିୟାନ, ଅନ୍ତର୍ଜାତୀୟ କ୍ରୀଡାବିତ, କୋଚ, ଭାଷ୍ୟକାର, କ୍ରୀଡା ସାହିତ୍ୟିକ। ବିଶ୍ବର ଶ୍ରେଷ୍ଠ ୨୦ ଜଣ କ୍ରୀଡ଼ା ସଂପର୍କିତ ବ୍ୟକ୍ତି ବିଶେଷ।  ଏହି କାର୍ଯ୍ୟକ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ, ହକି ଷ୍ଟିକରେ ଗୋଲ ପୋଷ୍ଟକୁ ଗୋଲ ମାରି ଏହାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ  ଦିନ ଆକର୍ଷଣ ଥିଲେ  ଅଲିମ୍ପିକ ସୁଇମର ଷ୍ଟିଫେନୀ ରାଇସ ଜେଫ ଥମ୍ପସନ, ଧନରାଜ ପିଲେ, ଆକାଶ ଚୋପ୍ରା । ଏଣିକି ଭୁବନେଶ୍ବର ସ୍ପେ।ର୍ଟସ ହବ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।