ଓଡିଆନ୍ ନ୍ୟୁଜ

108

ଉଦ୍ୟୋଗ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

Team Odian News |

ଉଦ୍ୟୋଗ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା ଭୁବନେଶ୍ୱର,୫/୧୧(ଓଡ଼ିଆନ୍ ନ୍ୟୁଜ୍):ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା। ୨% ମହଙ୍ଗା ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ୨୦୧୭ ଦରମା ଅନୁଯାୟୀ ମହଙ୍ଗା ଭତ୍ତା ୭ରୁ ୯%କୁ ବୃଦ୍ଧି ପାଇଛି। ୨୦୧୮ ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା।