ଓଡିଆନ୍ ନ୍ୟୁଜ

201

ନିରବିଗଲେ ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର ଗାୟକ

Team Odian News |

ନିରବିଗଲେ ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର ଗାୟକ 

କଟକ,୧୩/୧୧(ଓଡ଼ିଆନ ନ୍ୟୁଜ): ଆଜି ସକାଳେ ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ କଟକର ଏକ ଘରୋଇ ହସ୍ପିଟାଲରେ ହୋଇଛି । ୧୯୪୧ ମସିହାରେ ସେ ଜନ୍ମଗ୍ରହଣ କରି ଥିବାବେଳେ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ୧୯୭୪ ମସିହା ଫିଲ୍ମ ‘ମନ ଆକାଶ’ ଜରିଆରେ ଓଲିଉଡରେ ପାଦ ଥାପି ଥିବାବେଳେ  ରୂପ ହୋଇଥିବ ଲାବଣ୍ୟବତୀ, ପରବତ କୁଂଚି କୁଂଚିକା, ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଭଳି ଅନେକ ସୁମଧୁର ଗୀତା ଗାୟୀଥିଲେ । ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ କିନ୍ତୁ କଳାକୁ ତାଙ୍କର ଗୀତ ତାଙ୍କୁ ଅମର କରି ରଖିବ  ।