ଓଡିଆନ୍ ନ୍ୟୁଜ

179

ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ

Team Odian News |

ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ


ମାଲକାନଗିରି,୨୧/୧୧(ଓଡ଼ିଆନ ନ୍ୟୁଜ): ପୁଲିସ ଏନ୍‌କାଉଣ୍ଟରରେ ଆଜି  ଜଣେ ମହିଳା ମାଓବାଦୀ ନିହତ ହୋଇଛି। ସୂଚନା ଅନୁସାରେ ସୁକମା ଜିଲ୍ଲାରେ ମହିଳା ମାଓବାଦୀ ଜ୍ୟୋତିକୁ ଏନ୍‌କାଉଣ୍ଟର କରିଛି । ଜ୍ୟୋତି ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରଯାଇଥିଲା। ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଣ୍ଡିପଦର ଗାଁରେ ଏହି ଏନ୍‌କାଉଣ୍ଟର ହୋଇଛି ବୋଲି ଛତିଶଗଡ଼ର ସୁକମା ଏସ୍‌ପି ଅଭିଷେକ ମୀନା ସୂଚନା ଦେଇଛନ୍ତି।