ଓଡିଆନ୍ ନ୍ୟୁଜ

180

ପୁରୁଷୋତ୍ତମପୁର ୧୨ ଘଣ୍ଟିଆ ବନ୍ଦ

Team Odian News |

ପୁରୁଷୋତ୍ତମପୁର ୧୨ ଘଣ୍ଟିଆ ବନ୍ଦ ଗଞ୍ଜାମ,୨୬/୧୧(ଓଡ଼ିଆନ ନ୍ୟୁଜ): ଆଜି ପୁରୁଷୋତ୍ତମପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ପୁରୁଷୋତ୍ତମପୁର କପିଳେଶ୍ୱର ବଣିକ ସଙ୍ଘ।ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।ପୁରୁଷୋତ୍ତମପୁର ଠାରୁ ହୁମା ରାସ୍ତା ପ୍ରସସ୍ତିକରଣ ମୁଖ୍ୟ ଦାବି ରହିଛି।ତେବେ ଏହି ବନ୍ଦ କୁ ସ୍ଥାନୀୟ ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଛି।ଆଜି ର ବନ୍ଦ ଡାକରା ରେ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି।