ଓଡିଆନ୍ ନ୍ୟୁଜ

128

ବିଶ୍ୱକପ୍ ହକି: ୧୬ଟି ଦେଶର ଅଧିନାୟକଙ୍କ ସହ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ

Team Odian News |

ବିଶ୍ୱକପ୍ ହକି: ୧୬ଟି ଦେଶର ଅଧିନାୟକଙ୍କ ସହ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ୨୬/୧୧(ଓଡ଼ିଆନ ନ୍ୟୁଜ): ରାଜ୍ୟରେ ବଢୁଛି ହକିର ଫିବର। ଭୁବନେଶ୍ୱର ଓ କଟକ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ହକି ବିଶ୍ବକପ୍ ପାଇଁ ଆଜି ଭୁବନେଶ୍ବର ମୁକ୍ତେଶ୍ବର ମନ୍ଦିରରେ ଫଟୋସୁଟ୍‌ ହୋଇଛି। ମନ୍ଦିର ପରିସରେ ୧୬ଟି ଦେଶର ଅଧିନାୟକଙ୍କ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।