ଓଡିଆନ୍ ନ୍ୟୁଜ

189

ବିଜେପିରେ ଯୋଗଦେଲେ ଅପରାଜିତା

Team Odian News |

ବିଜେପିରେ ଯୋଗଦେଲେ ଅପରାଜିତା ଭୁବନେଶ୍ୱର,୨୭/୧୧(ଓଡିଆନ ନ୍ୟୁଜ):ବହୁ କଳ୍ପନା ଜଳ୍ପନା ଶେଷ ହୋଇଛି।ଆଜି ଦିଲ୍ଲୀରେ ବିଜେପି ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଓ ପିତାମ୍ବର ଆଚାର୍ଯ୍ୟ ଉପସ୍ଥିତଦିଲ୍ଲୀରେ ବିଜେପି ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଅପରାଜିତା ଷଡ଼ଙ୍ଗୀ। ଏହି ଅବସରରେ ସେ କହିଛନ୍ତି ଯେ ଲୋକଙ୍କ ପାଇଁ କାମ କରିବି। ଅପରାଜିତା ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି ହେବେବୋଲି କୁହାଯାଉଥିବା ବେଳେ ଜୁଏଲ ଓରାମ କହଛନ୍ତି ଅପରାଜିତା ଷଡଙ୍ଗୀ ଦଳରେ ପ୍ରାଥମିକ ସଦସ୍ୟ ଭାବେ ଯୋଗଦେଇଛନ୍ତି, ଧର୍ମେନ୍ଦ୍ର ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାଙ୍କ ନେତୃତ୍ୱରେ ଲଢ଼ିବୁ, ଆମର ମୁଖ୍ୟ ଲକ୍ଷ୍ୟ ନବୀନ ଯିବା ଦରକାର, ତାମିଲ ଶାସନ ସରିବା ଦରକାର।