ଓଡିଆନ୍ ନ୍ୟୁଜ

88

ପରମାଣୁ, ଦି ଷ୍ଟୋରୀ ଅଫ୍ ପୋଖରାନ୍ ଡ଼ିସେମ୍ବର ୮ରେ ପରଦାକୁ ଆସିବ ?

Team Odian News |

 ପରମାଣୁ, ଦି ଷ୍ଟୋରୀ ଅଫ୍ ପୋଖରାନ୍ ଡ଼ିସେମ୍ବର ୮ରେ ପରଦାକୁ ଆସିବ ?
ମୁମ୍ବାଇ,୨୮/୯(ଓଡ଼ିଆନ୍ ନ୍ୟୁଜ୍ ଟିମ୍):  ରାଜସ୍ଥାନର ପୋଖରାନ୍ ଠାରେ ୧୯୯୮ ମସିହାରେ ଭାରତ ପରମାଣୁ ବୋମା ପରୀକ୍ଷା କରି ଚର୍ଚ୍ଚରେ ରହିଥିଲା  । ସେହି ଘଟଣାର ପୃଷ୍ଠଭୁମି ଉପରେ ନିର୍ମିତ ହେଉଥିବା ଏହି ଚଳଚିତ୍ରଟି ଜନ୍ ଆବ୍ରାହମ୍ଙ୍କ ଦ୍ୱାରା ପ୍ରସ୍ତୁତି ହେଉଛି  । କ୍ରିଆର୍ଜି ଏଟରଟେନ୍ମେଟ୍ ଓ ଜେଏ ଏଟରଟେନ୍ମେଟ ସହଭାଗିତାରେ ଅଭିଶେକ୍ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିିତ ଏହି ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ୍ଙ୍କ ସହିତ ଡ଼ାଇନା ପେଟି ଏବଂ ବୋମାନ୍ ଇରାନୀ ଆସୁଛନ୍ତି  ।