ଓଡିଆନ୍ ନ୍ୟୁଜ

162

କୋଣାର୍କ ସୁରକ୍ଷା ନେଇ ୧୦ରେ ଭୁବନେଶ୍ୱରରେ ବୈଠକ

Team Odian News |

କୋଣାର୍କ ସୁରକ୍ଷା ନେଇ ୧୦ରେ ଭୁବନେଶ୍ୱରରେ ବୈଠକ

ନୂଆଦିଲ୍ଲୀ,୩୦/୧୧(ଓଡ଼ିଆନ ନ୍ୟୁଜ ): କୋଣାର୍କ ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି।  ଆସନ୍ତା ୧୦ରେ ଭୁବନେଶ୍ୱରରେ ଏନେଇ ହେବ ଉଚ୍ଚସ୍ତରୀୟ ବୈଠକ। କୋଣାର୍କ ନେଇ ଥିବା ସମସ୍ତ ରିପୋର୍ଟକୁ ତର୍ଜମା କରାଯିବା ପରେ କୋଣାର୍କର ସୁରକ୍ଷା ଓ ସଂରକ୍ଷଣକୁ ନେଇ ନିଷ୍ପତ୍ତି ନିଆଯିବ। ନୂଆଦିଲ୍ଲୀରେ କୋଣାର୍କ ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ପ୍ରତିକ୍ରିୟା- ବର୍ତ୍ତମାନ କୋଣାର୍କ ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି ।