ଓଡିଆନ୍ ନ୍ୟୁଜ

202

ବାରଙ୍ଗ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ମହିଳା ବନ୍ଧୁଙ୍କ ସମ୍ମାନ ରକ୍ଷା ପାଇଁ ହତ୍ୟା

Team Odian News |

ବାରଙ୍ଗ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ମହିଳା ବନ୍ଧୁଙ୍କ ସମ୍ମାନ ରକ୍ଷା ପାଇଁ ହତ୍ୟା


କଟକ ,୨/୧୨(ଓଡ଼ିଆନ ନ୍ୟୁଜ ): ବାରଙ୍ଗ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା କମିସନରେଟ ପୋଲିସ, ଅଭିଯୁକ୍ତ କଟକ ଆଲମଚାନ୍ଦ ବଜାରର ନିରଞ୍ଜନ ବେହେରା ଗିରଫ। ହତ୍ୟା ପାଇଁ 3 ମାସ ପୂର୍ବରୁ ହୋଇଥିଲା ଯୋଜନା। ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ କର୍ମଚାରୀ ସୁନୀଲ ସାହୁଙ୍କୁ ହତ୍ୟା କରିଥିଲା ନିରଞ୍ଜନ , ମହିଳା ବନ୍ଧୁଙ୍କ ସମ୍ମାନ ରକ୍ଷା ପାଇଁ ଗତ 27ରେ ଗୁଳି କରି ହତ୍ୟା କରିଥିଲା।, ନିରଞ୍ଜନଙ୍କ ମହିଳା ବନ୍ଧୁଙ୍କୁ ଯୌନ ନିର୍ଯାତନା ଦେଉଥିଲା ସୁନୀଲ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୋଲିସ କମିସନର।