ଓଡିଆନ୍ ନ୍ୟୁଜ

234

ବିଶ୍ୱଜିତ୍‌ ବିଶ୍ୱାଳ ହେଲେ ଶ୍ରୀମନ୍ଦିରର ନୂତନ ନୀତି ପ୍ରଶାସକ

Team Odian News |

ବିଶ୍ୱଜିତ୍‌ ବିଶ୍ୱାଳ ହେଲେ ଶ୍ରୀମନ୍ଦିରର ନୂତନ ନୀତି ପ୍ରଶାସକ
ପୁରୀ୩/୧୨(ଓଡ଼ିଆନ ନ୍ୟୁଜ ) : ଶ୍ରୀମନ୍ଦିରର ନୀତି ପ୍ରଶାସକ ଭାବେ ନୂତନ ଭାବେ ନିଯୁକ୍ତି ହୋଇଛନ୍ତି ବରିଷ୍ଠ ଓଏଏସ୍‌ ଅଧିକାରୀ ବିଶ୍ୱଜିତ୍‌ ବିଶ୍ୱାଳ। ଶ୍ରୀ ବିଶ୍ୱାଳ ଏଥିପୂର୍ବରୁ କୃଷି ବିଭାଗରେ ସଚିବ ଭାବେ କାର‌୍ୟ୍ୟ କରୁଥିଲେ। ସୋମବାର କାର‌୍ୟ୍ୟଭାର ଗ୍ରହଣ କରିଛନ୍ତି ଶ୍ରୀ ବିଶ୍ୱାଳ।

ବିଦାୟୀ ନୀତି ପ୍ରଶାସକ ପ୍ରଦୀପ ଦାଶଙ୍କର ଭୁବନେଶ୍ୱର ବଦଳି ହୋଇଛି। ସେ ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି