ଓଡିଆନ୍ ନ୍ୟୁଜ

153

ମହିଳା ବିଲ୍‌ ପାସ ପାଇଁ ୨୨ ରାଜନୈତିକ ଦଳକୁ ଭେଟିବେ ବିଜେଡି ପ୍ରତିନିଧି

Team Odian News |

ମହିଳା ବିଲ୍‌ ପାସ ପାଇଁ ୨୨ ରାଜନୈତିକ ଦଳକୁ ଭେଟିବେ ବିଜେଡି ପ୍ରତିନିଧି


ଭୁବନେଶ୍ୱର,୫/୧୨(ଓଡ଼ିଆନ ନ୍ୟୁଜ ): ମହିଳା ବିଲ୍‌ ପାସ ନେଇ ସମର୍ଥନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଜେଡି ପ୍ରତିନିଧି ମଣ୍ଡଳୀ ୨୨ ରାଜନୈତିକ ଦଳକୁ ଭେଟିବେ।  ୭ ଜାତୀୟ ଦଳ ଓ ୧୫ ଆଞ୍ଚଳିକ ଦଳର ସମର୍ଥନ ପାଇଁ ଉଦ୍ୟମ କରିଛି ବିଜେଡି । ତିନି ଜଣ ସାଂସଦ ଓ ଜଣେ ବିଧାୟକ ବିଜେପି ନେତାଙ୍କୁ ଭେଟିବେ। ସେହିପରି ୩ ଜଣ ସାଂସଦ ଓ ଜଣେ ବିଧାୟକ କଂଗ୍ରେସ ନେତାଙ୍କୁ ଭେଟିବେ। ପୂର୍ବରୁ ମହିଳା ବିଲ ପାରିତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ।