ଓଡିଆନ୍ ନ୍ୟୁଜ

197

ମୁକ୍ତି ପାଇଲେ ଅଭିଜିତ ଆୟାର

Team Odian News |

ମୁକ୍ତି ପାଇଲେ ଅଭିଜିତ ଆୟାର ଭୁବନେଶ୍ୱର,୬/୧୨(ଓଡ଼ିଆନ ନ୍ୟୁଜ):ମୁକ୍ତି ପାଇଲେ ଅଭିଜିତ ଆୟାର ମିତ୍ର। କୋର୍ଟଙ୍କ ଜାମିନ ମଞ୍ଜୁର ପରେ ମୁକୁଳିଲେ ଆୟର ! ହସ୍ପିଟାଲରୁ ଡିସଚାର୍ଜ ହୋଇ ଭୁବନେଶ୍ୱରରୁ ଚେନ୍ନାଇ ବାହାରିଲେ। ଅସୁସ୍ଥ ହୋଇ ଜେଲରୁ ଆସି ହସ୍ପିଟାଲରେ ଭର୍ତି ହୋଇଥିଲେ। ନିଜ ମାଆଙ୍କ ପାଖକୁ ଚେନ୍ନାଇ ଯିବେ ବୋଲି ତାଙ୍କ ଓକିଲଙ୍କ ସୂଚନା। କାଲି ହାଇକୋର୍ଟ ଓ ଆଜି ଦୁଇ ତଳ କୋର୍ଟ ଜାମିନ ଦେଇଥିଲେ। ଓଡିଶା ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଅକ୍ଟୋବର ୨୩ରେ ଗିରଫ ହୋଇ ଜେଲରେ ଥିଲେ ଆୟର।