ଅମିତାଭ ବଚ୍ଚନଙ୍କ ଘରର କାନ୍ଥରେ ଲାଗିଛି ୪କୋଟିର ପେଣ୍ଟିଂ

ନୂଅଦିଲ୍ଲୀ,୦୭।୧୧  :  ଅମିତାଭ ବଚ୍ଚନଙ୍କ  ଘରର କାନ୍ଥରେ ଲାଗିଛି ଚିତ୍ରକର ମଞ୍ଜିତ ବାୱାଙ୍କ ପେଣ୍ଟିଂ । ଏହି ପେଣ୍ଟିଂର ମୂଲ୍ୟ ୪କୋଟି ଟଙ୍କା। ପେଣ୍ଟିଂଟି ଗୋଟିଏ ଷଣ୍ଢ ଆକାଶକୁ କୁଦା ମାରୁଛି । ଯାହାକି ପ୍ରତୀକ ଭାବେ ପେଣ୍ଟିଂ ତିଆରି ହୋଇଛି । ତେବେ ଫଟୋ ସହ କ୍ୟାପସନରେ  ଅମିତାଭ ଲେଖିଛନ୍ତି, ପରିବାର ଏକତ୍ର ପ୍ରାର୍ଥନା କରନ୍ତି ଏବଂ ଏକାଠି ରୁହନ୍ତି। ଏହି ଶୁଭ ଅବସରରେ ଶୁଭେଚ୍ଛା, ଦୀପାବଳିର ଶୁଭକାମନା କରନ୍ତୁ। ଏଥି ସହିତ ଶ୍ୱେତା ବଚ୍ଚନ ମଧ୍ୟ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ସମାନ ଥିବା ଦୀପାବଳି ଫଟୋ ପୋଷ୍ଟ କରି ସେୟାର କରିଛନ୍ତି। ଫଟୋରେ ଆମେ ଶ୍ୱେତା ପିତା ଅମିତାଭ, ମାଆ ଜୟା ଏବଂ ଭାଇ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିଛନ୍ତି । ଏହି ସମୟରେ, ସମସ୍ତେ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: