ଭାରତୀୟ ସଂସ୍କୃତି ରେ ଆହାର କୁ ନେଇ ବହୁତ କିଛି କୁହାଯାଇଛି। ସେଥିମଧ୍ୟରୁ ଅଳ୍ପ ଆହାର ଗ୍ରହଣ କରାଯିବାକୁ ଗୁରୁତ୍ୱ ଦିଆଯ।ଇଛି। ବିଦ୍ୟାର୍ଥୀ ମାନଙ୍କୁ ଶ୍ଵାନ ନିଦ୍ରା ବକ ଧ୍ୟାନ ସହ ଅଳ୍ପ ହାରୀ ହେବାର ଉପଦେଶ ଦିଆଯାଇଛି। କିନ୍ତୁ ଏହି ଭାରତୀୟ ଉପଦେଶ କୁ ଠିକ୍ ବୋଲି ପ୍ରମାଣିତ କରିଛି ଆଧୁନିକ ଗବେଷଣା। ଖାଦ୍ୟ ରେ କ୍ୟାଲୋରୀ କୁ କମ୍ କରି ଦେଖାଯାଇଛି କି ଏହା ବୟସ କୁ ଅଶୀ ପ୍ରତିଶତ ବଢ଼ାଇବାରେ ସାହାଯ୍ୟ କରିଥାଏ ।ଏହା ସହ ବୟସ ଜନିତ ରୋଗ ଠାରୁ କ୍ୟାନସର ପର୍ଯ୍ୟନ୍ତ ଭଲ କରିଥାଏ। ଅଳ୍ପ ।ହାର ମଣିଷର ଯୁବାବସ୍ଥ। ଆଣିଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |