ନୂଆଦିଲ୍ଲୀ,୮।୧୧: ଆଜି ଆସିବ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ଭୋଟ ଗଣତି। ଗୁଜୁରାଟରେ ୧୮୨ ସିଟ୍ରେ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଆସିବ ଫଳାଫଳ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ୨୦୧୭ ତୁଳନାରେ ଏହି ଥର ଦୁଇଟି ପର୍ଯ୍ୟାୟରେ କମ୍ ମତଦାନ ହୋଇଛି। ସେହି ପରି ହିମାଚଳ ପ୍ରଦେଶର ଭୋଟ୍ ଗଣତି ସକାଳ ୮ରୁ ଆରମ୍ଭ । ହିମାଚଳ ପ୍ରଦେଶରେ ୧୨ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ସେହିପରି ଗୁଜୁରାଟରେ ୧ ଏବଂ ୫ ଡିସେମ୍ବରରେ ଦୁଇଟି ପର୍ଯ୍ୟାୟର ମତଦାନ ଶେଷ ହୋଇଥିଲା। ଏବେ ନେଇ ଏକଜିଟ୍ ପୋଲ ଆକଳନ କରିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |